ଆର.କେ ଇଂଗ୍ଳିଶ ମେଡିୟମ ସ୍କଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା

509
ADVERTISEMENT

ପଦ୍ମପୁର,୫।୧୨:(ଡି.ଏଚ/କୁଞ୍ଜ ବିହାରି ସାହୁ ) : ପଦ୍ମପୁର ସ୍ଥିତ ନେହେରୁ ଗଳିରେ ଥିବା ଆର.କେ ଇଂଗ୍ଳିଶ ମେଡିୟମ ସ୍କୁଲର ପ୍ରଥମ – ୨୦୧୯ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍କଲ ଅଧ୍ୟକ୍ଷ ସହଦେବ ମେହେରଙ୍କ ତତ୍ତ୍ବାବଧାନରେ ମୁଖ୍ଯ ଅତିଥି ରୂପେ ପ୍ରବୀଣ ବହିଦାର ଯୋଗଦାନ କରି ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗିତାକୁ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ନର୍ସରୀ, ଏଲକେଜି, ୟୁ କେଜିର ୫୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ମୋଟ ୨୪ ଟି ଖେଳ ହୋଇଥିଲା। ସ୍କଲ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ଯ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।

Advertisement