ନୟାଗଡ଼,୦୨/୧୧ (ଡି.ଏଚ) : ନୟାଗଡ଼ର ବି.ଜେ.ଡି ନେତା ଅରୁଣ ସାହୁଙ୍କ ରାଲିରେ ଏହିପରି ଭାବରେ ଭାବରେ ଭିଡ଼ ଲାଗିରହିଛି ଯେ ଆମ୍ବୁଲାନ୍ସ ଯିବାକୁ ମଧ୍ୟ ରାସ୍ତା ନାହିଁ କିନ୍ତୁ ଏଥିପ୍ରତି ସାଧାରଣ ଜନତା,ନେତା କିମ୍ବା ପୋଲିସର ଦୃଷ୍ଟି ପଡୁନାହିଁ । ସରକାର ନିୟମ କରିଥିଲେ ଯେ ଯଦି ଆମ୍ବୁଲାନ୍ସ କୁ ରାସ୍ତା ଛଡା ନ ଯାଏ ତେବେ ଟ୧୦,୦୦୦ ଙ୍କ ଜୋରିମାନା ଦେବେ କିନ୍ତୁ ଜଣେ ନେତା ଥାଇ ମଧ୍ୟ ଆମ୍ବୁଲାନ୍ସ ଯିବାକୁ ରାସ୍ତା ଛାଡୁ ନାହାନ୍ତି ତେବେ ସେ କଣ ଜନତାଙ୍କ ସୁରକ୍ଷା କରିବେ? ସାଧାରଣରେ ପ୍ରଶ୍ନ ଉଠାଇଛନ୍ତି ।