କାର୍ ପୋଡିଲେ ଦୁର୍ବୃତ୍ତ

277
ADVERTISEMENT

ଭଞ୍ଜନଗର,୧୮/୬(ଦୁନିଆ ହାଲଚାଲ ): ଅଜଣା କାର୍‌କୁ ଜାଳିଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ବୋରଦା ନିକଟରେ କାର୍‌ଟିକୁ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ତେବେ ଗାଡିଟି କାହାର ଏବଂ କାହିଁକି କିଏ ଗାଡିଟିକୁ ପୋଡିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।ତେବେ ଗାଡି ପୋଡି ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ବଡଗଡ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Advertisement