ବରଗଡ଼ ,୨୫/୧୦(ଡ଼ି.ଏଚ ) : ପାଇକମାଳ ବ୍ଲକ ବୁକୁରମୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନସ୍ତ ପଲସାନି ଗ୍ରାମର ମୁଖ୍ୟ ରାସ୍ତା ଗାଁ ଠାରୁ ବଜାର ଛକ ରାସ୍ତାକୁ ସରପଞ୍ଚ 15ଦିନ ହେବ କଦର୍ଯ୍ୟ କରିଦେଇଛନ୍ତି । ତାଙ୍କୁ ପଚାରିବାରୁ କହିଲେ ସେ ମୁରୁମ ପକାଇ ସମତୁଲ କରିଦେବେ କିନ୍ତୁ କାମ କରି ନାହାନ୍ତି । ବର୍ଷା ଯାଗୁଁ ସ୍କୁଲ ପିଲାଙ୍କ ପାଠ ପଢା ଏବଂ ସାଧରଣ ଲୋକମାନଙ୍କର ଯାତାୟାତରେ ବାଧା ପ୍ରାପ୍ତ ହେଉଛି । ତେଣୁ ଉଚ୍ଚ କର୍ତ୍ୟୁପକ୍ଷ ଏଥି ପ୍ରତି ଦୃଷ୍ଟି ଆକର୍ଷଣ ହେବା ନିମନ୍ତେ ସାଧାରଣରେ ଦାବି ହୋଇଛି ।
