କଳାହାଣ୍ଡି, ୧୮/୬(ଦୁନିଆ ହାଲଚାଲ ): ଗାଁ ନିକଟ ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ବୋରିଙ୍ଗପଦର ନୀଳଗିରି ବଗିଚାରୁ ମିଳିଛି ଯୁବକଙ୍କ ମୃତଦେହ । ମୃତକ ହେଲେ ୩୦ବର୍ଷ ବୟସ୍କ କୃଷ୍ଣ ସାହୁ । ଯୁବକଙ୍କ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଲାଞ୍ଜିଗଡ ପୋଲିସର ତଦନ୍ତ ଜାରି ।