ଜିଲ୍ଲାରାୟଗଡ଼ା ପ୍ରବଳ ବର୍ଷା ଯୋଗୁଁ ଭୁସ୍ଖଳନ ; ପାହାଡ଼ ଉପରୁ ବିଶାଳକାୟ ପଥର ଖସି ରାସ୍ତା ବନ୍ଦ By Dunia Halchal - October 24, 2019 223 Share FacebookTwitterPinterestWhatsApp ADVERTISEMENT ରାୟଗଡା ,୨୪/୧୦(ଡ଼ି.ଏଚ) : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ନିକଟ ରେଜିଙ୍ଗତାଲ ଘାଟିରେ ଅତି ପ୍ରବଳ ବର୍ଷା ଯୋଗୁଁ ପଥର ଧସିଛି । ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ହୋଇ ବହୁ ବଡ଼ ବଡ଼ ପଥର ଖଣ୍ଡ ପାହାଡ଼ ଉପରୁ ଖସି ରାସ୍ତାରେ ପଡିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। Advertisement