ଆଞ୍ଚଳିକକଟକ ହାଇୱା ଧକ୍କାରେ ଜଣେ ଛାତ୍ର ମୃତ, ୨ ଆହତ, By Dunia Halchal - October 12, 2019 227 Share FacebookTwitterPinterestWhatsApp ADVERTISEMENT କଟକ,୧୨/୧୦,(ଡ଼ି.ଏଚ) : କଟକ-ପାରାଦୀପ ରାସ୍ତା ଭୂତମୁଣ୍ଡେଇ ନିକଟ ବରେଇ ଛକରେ ହାଇୱା ଧକ୍କାରେ ଜଣେ ଛାତ୍ର ମୃତ, ୨ ଆହତ, ଟ୍ୟୁସନ ଯିବା ବେଳେ ଦୁର୍ଘଟଣା ଘଟିଥିବା ଗ୍ରାମବାସୀ କହୁଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟିହୋଇଛି । Advertisement