ବେଆଇନ ଗୋରୁ ଚାଲାଣ ଅଭିଯୋଗରେ,୨ଟି ଗୋରୁ ବୋଝେଇ କଣ୍ଟେନର ଅଟକ

222
ADVERTISEMENT

ବାଲେଶ୍ବର,୧୨/୧୦,(ଡ଼ି.ଏଚ) : ବାଲେଶ୍ବର ଖନ୍ତାପଡ଼ାରେ ୨ଟି ଗୋରୁ ବୋଝେଇ କଣ୍ଟେନର ଅଟକ, ବେଆଇନ ଚାଲାଣ ଅଭିଯୋଗରେ କଣ୍ଟେନର ଅଟକାଇଲେ ଲୋକେ, ଭଦ୍ରକରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ବଳେ ଏହାକୁ ଅଟକରଖି ପୋଲିସକୁ ଏତଲା ଦେଇଛନ୍ତି ।

Advertisement