କାଜୁ ଜଙ୍ଗଲରୁ ଜଣେ ବିଲ୍ଡରଙ୍କ ମୃତଦେହ ଉଦ୍ଧାର ହୋଇଛି।

7
ADVERTISEMENT

ଭୁବନେଶ୍ୱର,୧୨/୪(ଡ଼ି.ଏଚ ବ୍ୟୁରୋ):- ଭୁବନେଶ୍ଵର ସୁନ୍ଦରପଦା ଅନ୍ତର୍ଗତ ପଧାନସାହି ଖେଳପଡ଼ିଆ ନିକଟ କାଜୁ ଜଙ୍ଗଲରୁ ଜଣେ ବିଲ୍ଡରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବିଲ୍ଡର ଜଣକ ଭୁବନେଶ୍ଵର ୟୁନିଟ-୬ ଅଞ୍ଚଳର ଚିନୁ ବିଶ୍ଵାଳ ହୋଇଥିବାବେଳେ ପାରିପାର୍ଶ୍ବିକ ସ୍ଥିତିରୁ ଚିନୁଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ତେବେ ପୁଲିସ ଉକ୍ତ ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି।

Advertisement