ବ୍ରହ୍ମପୁର,୧୨/୪(ଡ଼ି.ଏଚ ବ୍ୟୁରୋ):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଫାଶୀଗୁଡ଼ା ଗାଁରେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କଲେ କିନ୍ନର । ମୃତ କିନ୍ନର ଦିଗପହଣ୍ଡି ବ୍ଲକ୍ କୋଟିନଡ଼ା ଗ୍ରାମର ଅଜିତ ବିଷୋୟୀ ହୋଇଥିବାବେଳେ ସେ ଦିଗପହଣ୍ଡି ଭୁଇ ବାଉରୀ ସାହି ଦଣ୍ଡନାଚରେ ଦଣ୍ଡୁଆ କଳାକାର ଭାବେ ନୃତ୍ୟ ପରିବେଷଣ କରୁଥିଲେ । ଖବର ପାଇ ଦିଗପହଣ୍ଡି ପୋଲିସର ଘଟଣାସ୍ଥଳରେ ତଦନ୍ତ ଜାରି ।