ନୂଆଦିଲ୍ଲୀ,୦୭/୧୨(ଡି.ଏଚ ବ୍ୟୁରୋ):-ଆଜି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଅନୁମୁଲା ରେବନ୍ତ ରେଡ୍ଡୀ । ଏନେଇ ତେଲେଙ୍ଗାନାର ‘ଏଲ୍. ବି. ଷ୍ଟାଡିୟମ ରେ ଆୟୋଜନ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ କେଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ସାଂସଦ ରାହୁଲ୍ ଗାନ୍ଧୀ ଯୋଗ ଦେଇପାରନ୍ତି ବୋଲି ସୂଚନା ।