୨୦୨୪ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ଛତିଶଗଡ଼ ଓ ମିଜୋରାମରେ ପରବର୍ତ୍ତୀ ସରକାର ଚୟନ ପାଇଁ ମତଦାନ ହୋଇଛି।

61
ADVERTISEMENT

ଭୁବନେଶ୍ୱର,o୮/୧୧(ଡି.ଏଚ ବ୍ୟୁରୋ):-୨୦୨୪ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ଛତିଶଗଡ଼ ଓ ମିଜୋରାମରେ ପରବର୍ତ୍ତୀ ସରକାର ଚୟନ ପାଇଁ ମତଦାନ ହୋଇଛି। ମିଜୋରାମରେ ୭୭.୦୪ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବାବେଳେ ଛତିଶଗଡ଼ରେ ୭୧ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।

Advertisement