ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ୍ ପକ୍ଷରୁ ଭୁବନେଶ୍ୱର ଲୋୟର୍ ପିଏମଜି ରେ ବିକ୍ଷୋଭ ପ୍ରଦର୍ଶନ ।

50
ADVERTISEMENT

ଭୁବନେଶ୍ୱର,୨୨/୧୦(ଡି.ଏଚ ବ୍ୟୁରୋ):-ସୁପ୍ରିମ କୋର୍ଟ ସମଲିଙ୍ଗୀ ବିବାହ ଉପରେ ଦେଇଥିବା ନିଷ୍ପତ୍ତି କୁ ନେଇ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ୍ ପକ୍ଷରୁ ଭୁବନେଶ୍ୱର ଲୋୟର୍ ପିଏମଜି ରେ ବିକ୍ଷୋଭ ପ୍ରଦର୍ଶନ । ଏବଂ ଟ୍ରଷ୍ଟ୍ ସଭାପତି ମେନକା ପରିଡ଼ା କହିଛନ୍ତି ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦରେ ବିଲ୍ ଆଣି ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିବା ଉଚିତ। ଏହାସହ କିନ୍ନରମାନଙ୍କ ପାଇଁ ସଂସଦରେ ୫ ପ୍ରତିଶତ ଆସନ ସଂରକ୍ଷଣ ରହିବା ଉଚିତ ବୋଲି ସେ ଦାବି କରିଛନ୍ତି।

Advertisement