ବ୍ରହ୍ମପୁର,o୧/୧୦(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ସହରର କସ୍ମେଟିକ୍ ଦୋକାନରେ ଚଢ଼ଉବେଳେ ୧୦ ଲକ୍ଷରୁ ଊର୍ଦ୍ଧ୍ବ କସ୍ମେଟିକ୍ ସାମଗ୍ରୀ ଜବତ l ସ୍ଥାନୀୟ ବଡ଼ବଜାର ଥାନା ଅନ୍ତର୍ଗତ ଖାସପା ଲାଇନ ସ୍ଥିତ ଓମ୍ ଷ୍ଟୋର, ଶ୍ରୀ ସାଈ ଟ୍ରେଡିଂ, ଭାପୁର ବଜାରସ୍ଥିତ ମନପସନ୍ଦ, ପୁରୁଣା ବସଷ୍ଟାଣ୍ଡର ଭି୨ ମଲରେ ଏହି ଚଢ଼ଉ ହୋଇଥିବାବେଳେ ଜବତ ସାମଗ୍ରୀ ଭିତରେ ନକଲି କସ୍ମେଟିକ୍ ସାମଗ୍ରୀ ଥିବା ସୂଚନା ।