ପିଇବା ପାଣି ସମସ୍ୟାକୁ ନେଇ ଆନ୍ଦୋଳନ ।

45
ADVERTISEMENT

ବ୍ରହ୍ମପୁର,୨୨/୪(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ମୁଣ୍ଡମରାଇ ଗ୍ରାମର ଅଧିକାଂଶ ଅଂଚଳରେ ପିଇବା ପାଣି ସମସ୍ୟାକୁ ନେଇ ଆନ୍ଦୋଳନ । ସମାଧାନ ପାଇଁ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ହେଁ, କୌଣସି ସୁଫଳ ନମଳିବାରୁ ଗ୍ରାମବାସୀ ୫୯ ନମ୍ବର ଜାତୀୟ ରାଜପଥକୁ ୩ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

Advertisement