ବ୍ରହ୍ମପୁର,୨୧/୪(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଂଚଳରେ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ପରେ ଅଦାଲତରେ ଆତ୍ମସମର୍ପଣ । ସେମାନେ କୋର୍ଟର ଆଦେଶ ଅବମାନନା କରି ହାଜର ହୋଇ ନଥିବାରୁ ଜେଏମ୍ଏଫସି କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଗତ ୧୨ ତାରିଖରେ ପୁଲିସ ସେମାନଙ୍କ ସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା।