ବ୍ରହ୍ମପୁର,୧୯/୪(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ମଣ୍ଡଳ କାରାଗାରରେ ରାମକୃଷ୍ଣ ଇଲେକ୍ଟ୍ରୋ କଣ୍ଟ୍ରୋଲ ଲିମିଟେଡ୍ ଚିଟଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଭାର୍ଗବ ଗୋଲେଙ୍କ ମୃତ୍ୟୁ । ବ୍ରହ୍ମପୁର ଜନାନା ହସ୍ପିଟାଲ ରୋଡ଼ରେ ପୂର୍ବରୁ ଚାଲିଥିବା ଏହି ଚିଟଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଥିଲେ ଭାର୍ଗବ। ସେ ଦୋଷୀ ସାବ୍ୟସ୍ତ ହୋଇ ବ୍ରହ୍ମପୁର ମଣ୍ଡଳ ଜେଲରେ ଦଣ୍ଡ ଭୋଗୁଥିଲେ।