୧୩୨ ତମ ବି.ଆର ଡା.ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ବାଇକ ରାଲି l

49
ADVERTISEMENT

ବ୍ରହ୍ମପୁର,୧୬/୪(ଋଷିକେଶ ବେହେରା):-ବ୍ରହ୍ମପୁରରେ ଭାରତୀୟ ଅନୁସୂଚିତ ଜାତି ସଙ୍ଘ ତରଫରୁ ୧୩୨ ତମ ବି.ଆର ଡା.ଆମ୍ବେଦକରଙ୍କ ଜନ୍ମଦିନ ଜୟନ୍ତୀ ଆବଶରରେ ବାଇକ ରାଲି ଆୟୋଜନ କରାଯାଥିଲା l ଏହି ପରିପେକ୍ଷୀରେ ଫାଷ୍ଟଗେଟ ଠାରୁ କମାପଲ୍ଲୀ, ଲାଞ୍ଜିପଲ୍ଲୀ ତିପ ସାହିରେ ପହଁଚିଥିଲେ ସେଠାରେ ଥିବା ଡା.ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳା ଅର୍ପଣ କରିଥିଲେ l ସଂଘର ଜୋନ ସେକ୍ରେଟାରୀ ଦେବେନ୍ଦ୍ର ପାତ୍ର ସଭାପତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ସେଥିରେ ସମସ୍ତ ବକ୍ତବ୍ୟ ଵା ଉଦେଶ୍ୟ ରଖିଥିଲେ l
ବାବାସାହେବ ଆମ୍ବେଦଙ୍କର ଶିକ୍ଷାର ସମାନ ଅଧିକାରୀ ଦେଇଥିଲେ ସୁଦା ଆଜିର ତାରିଖରେ ଏସ.ସି,ଏସ.ଷ୍ଟି ଓ ବି ସି ସମାଜରେ ଉଚ୍ଚଶିକ୍ଷାରେ ବିକାଶ ହୋଇନାହିଁ ବାବାସାହେବ ରିଜର୍ଭ ବ୍ୟାଙ୍କ ଭଳି ଆଦ୍ଧିକ ଅନୁଷ୍ଠାନ ନିର୍ମାଣ କରିଥିଲେ ମଧ୍ୟ ବିଶେଷ ଜାତିର ଦରିଦ୍ରତା ସଂଖ୍ୟା ବି ପି ଏଲ ଶତକଡା ୮୦%ଠାରୁ ଅଧିକ ଜାତିର ସମୁଦାୟ ଅଛନ୍ତି l ତେଣୁ ସମସ୍ତ ବ୍ୟାକ୍ତିବ୍ୟ ରଖିଥିଲେ ଏହା କହିଥିଲେ ଯେ ସମାଜରେ ସାମାଜିକ,ଶିକ୍ଷା,ଆଦ୍ଧିକ ଓ ରାଜନୈତିକ ଶକ୍ତିର ସମାନତା ପାଇପାରିବେ ଶ୍ରୀ ବ୍ରଜନାୟକ,ପ୍ରଦୀପ ସେଠି,କୃଷ୍ଣ ବେହେରା,ସରସ୍ୱତୀ ବେହେରା,ଶିବରାମ,ବାଙ୍କାନିଧି,ମିଟୁ ଦାଶ ସନ୍ୟାସୀ, ସଭାଶେଷରେ ଋଷିକେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

Advertisement