ସରକାରୀ ଚାକିରି ଦେବାକହି ଟଙ୍କା ଠକି ନେଇଥିବା ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର କିରାଣି ଗିରଫ l

61
ADVERTISEMENT

ଭୁବନେଶ୍ୱର,୦୯/୪(ଡି.ଏଚ ବ୍ୟୁରୋ):-ସରକାରୀ ଚାକିରି ଦେବାକହି ଟଙ୍କା ଠକି ନେଇଥିବା ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ,ନୟାଗଡ଼ ରଣପୁର ଡିଭିଜିନର କିରାଣି ବିଭୂତି ଭୂଷଣ ମିଶ୍ର ଗିରଫ l ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ଏକ ନକଲି କନ୍ସଲ୍ଟାନ୍ସି ଖୋଲି ବହୁ ଚାକିରି ଆଶୟୀଙ୍କୁ ଲୁଟିଥିବା ସୂଚନା ।

Advertisement