ତାମିଲନାଡୁର ମାମଲାପୁରମ ସ୍ଥଳଭାଗ ଛୁଇଁଲା ବାତ୍ୟା ମାଣ୍ଡୋସ l

54
ADVERTISEMENT

ଭୁବନେଶ୍ୱର,୧୦/୧୨(ଡି.ଏଚ୍ ବ୍ୟୁରୋ):-ତାମିଲନାଡୁର ମାମଲାପୁରମ ସ୍ଥଳଭାଗ ଛୁଇଁଲା ବାତ୍ୟା ମାଣ୍ଡୋସ l ଫଳରେ ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନ ଜଳମଗ୍ନ ହେବା ସହ ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅପରପକ୍ଷରେ ବାତ୍ୟା ମାଣ୍ଡୋସର ପ୍ରଭାବରେ ବିଶେଷ କରି ଉପକୂଳବର୍ତ୍ତି ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ସାମାନ୍ୟରୁ ଅଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ।

Advertisement