ନୂଆଦିଲ୍ଲୀ,୦୯/୧୨(ଡି.ଏଚ୍ ବ୍ୟୁରୋ):-ଭୀଷଣ ସାମୁଦ୍ରିକ ବାତ୍ୟା ମ୍ୟାଣ୍ଡସ୍ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆଜି ମଧ୍ୟରାତ୍ର ସୁଦ୍ଧା ଘଣ୍ଟା ପ୍ରତି ୬୫ରୁ ୭୫ କିଲୋମିଟର୍ ବେଗରେ ପୁଡ୍ଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟ ଦେଇ ଉତ୍ତର ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ତତ୍ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗର ସୂଚନା ।