ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି ।

71
ADVERTISEMENT

ଭୁବନେଶ୍ୱର,୧୪/୧୨(ଡ଼ି.ଏଚ ବ୍ୟୁରୋ):-ରାଜଧାନୀ ଭୁବନେଶ୍ୱରରେ ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ମନା । ଏନେଇ କଟକଣା ଜାରି କଲା ଭୁବନେଶ୍ୱର କମିଶନରେଟ୍ ପୋଲିସ । ଯଦି କୌଣସି ସ୍ଥାନରେ କଟକଣା ଉଲଂଘନ ହେଉଥିବାର ନଜରକୁ ଆସେ ତେବେ ଡିସିପି କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବର (୦୬୭୪୨୫୪୦୨୯୪) କିମ୍ବା ୧୧୨କୁ କଲ୍ କରି ଜଣାଇବାକୁ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଧେଶ ।

Advertisement