କରୋନା ଯୋଦ୍ଧାଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

180
ADVERTISEMENT


କୁକୁଡ଼ାଖଣ୍ଡି, ୨୮।୫(ଇ.ରଞ୍ଜନ): କରୋନା ସଂକ୍ରମିତ ସରପଞ୍ଚ ଓ ଆଶାକର୍ମୀଙ୍କ ସହ କଥା ହୋଇ ତ୍ୟାଗ ଓ ସାହାସକୁ ପ୍ରଶଂସା କଲେ, ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ ଓବିଗତ ଦୁଇରୁ ତିନି ଦିନର କଥା ଯଦି ଆମେ ବିଚାରକୁ ନେବା ମାନ୍ୟବର ବ୍ରହ୍ମପୁର ସାଂସଦ ଓ ବିଧାୟକ ବିଜେଡି ନେତା ମାନଙ୍କୁ ଫୁଲତୋଳା ଦେଇ କୋରନା ଯୋଦ୍ଧା ଭାବରେ ସମ୍ମାନୀତ କରୁଛନ୍ତି, ଯେଉଁମାନେ ତାଲାବନ୍ଧ ସମୟରେ ଘରେ ରହିଥିଲେ କିନ୍ତୁ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ଜିଲ୍ଲା ପ୍ରଶାସନ ମହାମାରୀରୁ ନିରୀହ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ରାତିଦିନ ଏକାକାର କରିଥିଲେ ଓ ସେମାନଙ୍କୁ ସମବେଦନା ମଧ୍ୟ ଟିକିଏ ମିଳିନି ଓ ରାଜ୍ୟସ୍ତରରେ ଏହିଭଳି କୌଣସି ଦୃଶ୍ୟ ସାମ୍ନାକୁ ଆସିନାହିଁ ଓ ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରକୃତ ଯୋଦ୍ଧା କିଏ ଦଳର ଆଗଧାଡିର ରାଜନେତା ମାନେ ପ୍ରଥମେ ଉପଲବ୍ଧ କରନ୍ତୁ ଏବଂ ଚି଼ହ୍ନଟ ସରିଲା ପରେ ସମ୍ମାନୀତ କରିବେ ଓ ଦଳୀୟ ରାଜନୀତି ଛାଡ଼ି ନିଜ ଦଳର ମୁଖିଆଙ୍କ କାର୍ୟ୍ୟକଳାପକୁ ଅନୁଧ୍ୟାନ କଲେ ପ୍ରକୃତ ଯୋଦ୍ଧା କିଏ ଜଣାପଡିବ ।

Advertisement