ସୋନପୁର,(ଦୁନିଆ ହାଲ୍ ଚାଲ୍): ସୋନପୁର-ବଲାଙ୍ଗୀରକୁ ସଂଯୋଗ କରୁଥିବା ୫୭ ନମ୍ବର ଜାତୀୟ ରାଜପଥର ଶିଆଲଜୁରି ନିକଟସ୍ଥ ରାଜୁ ଢାବା ସାମ୍ନା ରେ ଗୋଟାଏ କାର୍ ଓ ଡମ୍ପର୍ ଟ୍ରକ୍ ସହ ସମ୍ନାସାମ୍ନି ଧକ୍କା , ୨ ଜଣଙ୍କର ମୃତ୍ୟୁ । ମୃତ ବ୍ୟକ୍ତି ହେଉଛନ୍ତି ବଙ୍ଗମୁଣ୍ଡାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରାଷ୍ଟ୍ରପତି ବେହେରା ଓ ଏ ପର୍ଯ୍ୟନ୍ତ ପରିଚୟ ମିଳି ନ ଥିବା ତାଙ୍କର କେହି ଜଣେ ସହଯୋଗୀ।