କେରଳର ଓ୍ଵାୟାନାଡ଼ା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଳ ଗାନ୍ଧୀ

249
ADVERTISEMENT

ଓ୍ଵାୟାନାଡ଼ା,(ଦୁନିଆ ହାଲ୍ ଚାଲ୍): ଗୁରୁବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କେରଳର ଓ୍ଵାୟାନାଡ଼ା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାଛଡ଼ା ସେ ତାଙ୍କର ପାରମ୍ପରିକ ଦୁର୍ଗ ଉତ୍ତର ପ୍ରଦେଶର ଆମେଥିରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Advertisement