ବୀରମହାରାଜପୁର,୦୫/୨(ଡ଼ି.ଏଚ୍ ବ୍ୟୁରୋ):-ଲାଞ୍ଚ ନେଇ ଧରା ପଡିଲେ ପୁଲିସ୍ ବାବୁ । ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସଆଇ ବୁଦୁ ଭୋଇ l ସେ ୬ ହଜାର ଟଙ୍କା ଲାଞ୍ଚ ନେଇ ସମ୍ବଲପୁର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।ଏବଂ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଭୋଇଙ୍କ ଦୁଇଟି ସ୍ଥାନରେ ଚଢ଼ାଉ ଜାରି କରିଛି ।