ଗୋଆର ଆରପୋରାର ନାଇଟ୍ କ୍ଲବ୍ ରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ,୨୩ ଜୀବନ୍ତ ଦଗ୍ଧ l

4
ADVERTISEMENT

ନୂଆଦିଲ୍ଲୀ,୦୭/୧୨(ଡ଼ି.ଏଚ ବ୍ୟୁରୋ):-ଗୋଆର ଆରପୋରାର ନାଇଟ୍ କ୍ଲବ୍ ରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ l ଏହି ବିସ୍ଫୋରଣରେ ୨୩ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ କିଛି ଆହତ ହୋଇଥିବା ସୂଚନା ମିଳିଛି।ଏବଂ ମୃତକଙ୍କ ମଧ୍ୟରେ ଅନେକ ଲୋକ ରୋଷେଇଘର କର୍ମଚାରୀ ହୋଇଥିବା ଆଶଙ୍କା କରାଯାଉଛି। ସେପଟେ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୗେପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଅନୁକମ୍ପା ଘୋଷଣା କରିଛନ୍ତି ।

Advertisement