ସିବିଆଇ ହାବୁଡ଼ରେ ଠକ ଅଜିତ ପାତ୍ର ।

19
ADVERTISEMENT

ଭୁବନେଶ୍ୱର,୧୨/୧୧(ଡ଼ି.ଏଚ ବ୍ୟୁରୋ):-ସିବିଆଇ ହାବୁଡ଼ରେ ଠକ ଅଜିତ ପାତ୍ର । ସେ ନିଜକୁ କେନ୍ଦ୍ର ସରକାରଙ୍କ ବଡ଼ ଅଧିକାରୀର ପରିଚୟ ଦେଇ ଅଫିସର ଓ ଠିକାସଂସ୍ଥାଙ୍କ ଠାରୁ ବିପୁଳି ପରିମାଣର ଟଙ୍କା ଠକେଇ କରିବା ଅଭିଯୋଗରେ ସିବିଆଇ ତାଙ୍କ ବିଭିନ୍ନ ଠିକଣାରେ ଚଢାଉ କରି ୭ଗୋଟି ଦାମୀ ଗାଡ଼ି ସହ କେଜିଏରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଜବତ କରିଛି ।

Advertisement